
ନୟାଗଡ଼ରୁ ଓଡ଼ିଶା, ଦେଶ ବିଦେଶର ଖବର
ସତ୍ୟ • ନିରପେକ୍ଷତା • ଜନସ୍ୱାର୍ଥ
ନୟାଗଡ଼ରୁ ଓଡ଼ିଶା, ଭାରତ ଓ ବିଶ୍ୱର ଖବର — ଦାୟିତ୍ୱପୂର୍ଣ୍ଣ ସାମ୍ବାଦିକତା ସହିତ।
ନୟାଗଡ଼ | ଓଡ଼ିଶା | ଜାତୀୟ | ଆନ୍ତର୍ଜାତୀୟ | ରାଜନୀତି | ଶିକ୍ଷା | କୃଷି | କ୍ରୀଡ଼ା
ସଦ୍ୟତମ ଖବର
- ଭୋଦର ଭୋଦ୍ର ନୋଡାଲ ହାଇସ୍କୁଲରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ।ନିମାପଡା :- ୧୯/୧୧ ପୁରୀ ଜିଲ୍ଲା ନିମାପଡା ବ୍ଲକ ଭଦ୍ର ନୋଡାଲ ହାଇସ୍କୁଲରେ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ଦାସଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ନାଥ ସାହୁ, ମୁଖ୍ୟ ବକ୍ତା ଭାବେ ଅବସ୍ରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ କର ତଥା ସମ୍ମାନିତ ଅତିଥି ଭାବେ ଶ୍ୟାମସୁନ୍ଦର ସ୍ୱାଇଁ ଏବଂ ରମାରମଣ ଦେବପାତ୍ର ପ୍ରମୁଖ ଯୋଗଦେଇ ମେଳାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।ଏହି ବିଜ୍ଞାନ ମେଳାରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କୁନି କୁନି ବୈଜ୍ଞାନିକମାନେ ନିଜ ନିଜର ବିଭିନ୍ନ ପ୍ରକାରର ବିଜ୍ଞାନ ପ୍ରକଳ୍ପ (ପ୍ରୋଜେକ୍ଟ) ପ୍ରଦର୍ଶନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ସାହୁ ଏବଂ ଅନ୍ୟ ଅତିଥିମାନେ ପ୍ରଦର୍ଶିତ ପ୍ରକଳ୍ପଗୁଡ଼ିକୁ ବୁଲି ଦେଖିବା ସହିତ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ପ୍ରକଳ୍ପ ସମ୍ପର୍କରେ ପଚାରି ବୁଝିଥିଲେ ଏବଂ ଉତ୍ସାହିତ କରିଥିଲେ। ପରେ ସଭା ଗୃହରେ ଏକ ସଭାରେ ଆୟୋଜନ କରାଯାଇଥିଲା ।କାର୍ଯ୍ୟକ୍ରମ ପରିଚାଳନା ଓ ସଫଳ ଆୟୋଜନରେ ଶିକ୍ଷୟତ୍ରୀ ସସ୍ମିତା ଢ଼ାଲି, ଅନ୍ନପୂର୍ଣ୍ଣା ଦଳେଇ, ପୂଜାପ୍ରେମୀ ଦଳାଇ, ସ୍ନେହଲତା ରାଉତ, ଅର୍ଚ୍ଚନା ସ୍ୱାଇଁ ଓ ଶିକ୍ଷକ ସଭ୍ୟସାଚୀ ସାହୁ, ଜୈନୁଲ ଖାଁ, ସନ୍ତୋଷ ମହାନ୍ତି, ନୃସିଂହ ତ୍ରିପାଠୀ, ପ୍ଲାବନ ସ୍ୱାଇଁଙ୍କ ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।
- କଳିଙ୍ଗ ଖବର ଲାଇଭ୍ ଇ-ପେପର୍ – ୨୧ ନଭେମ୍ବର ୨୦୨୬
- ସାଲେପୁରରେ ୫୦୦ରୁ ଊର୍ଦ୍ଧ୍ୱ ନୂତନ ହିତାଧିକାରୀଙ୍କୁ ମଧୁବାବୁ ପେନ୍ସନ୍ ପ୍ରଦାନ
- ନୟାଗଡ଼ରେ ନୂତନ ଆଧାର ସେବା କେନ୍ଦ୍ର ଉଦ୍ଘାଟିତ
ଆଜିର ଇ-ପେପର୍
ଦୈନିକ ଓଡ଼ିଆ ଡିଜିଟାଲ୍ ଖବରକାଗଜ ପଢ଼ନ୍ତୁ ଓ PDF ଡାଉନଲୋଡ୍ କରନ୍ତୁ।
ପାଠକଙ୍କ ପାଇଁ
ଖବର ବିଭାଗ
ଆପଣଙ୍କ ଆଗ୍ରହର ବିଷୟ ଚୟନ କରନ୍ତୁ ଓ ସମ୍ପର୍କିତ ଖବର ପଢ଼ନ୍ତୁ।
ନୟାଗଡ଼ ଜିଲ୍ଲା
ସ୍ଥାନୀୟ ଘଟଣା, ଜନସମସ୍ୟା ଓ ଗ୍ରାମାଞ୍ଚଳର ଖବର।
ଓଡ଼ିଶା ଖବର
ରାଜ୍ୟର ପ୍ରଶାସନ, ସମାଜ ଓ ଲୋକଜୀବନ।
ଜାତୀୟ ଖବର
ଭାରତର ଗୁରୁତ୍ୱପୂର୍ଣ୍ଣ ଘଟଣା ଓ ନୀତି।
ଆନ୍ତର୍ଜାତୀୟ
ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ଘଟଣା ଓ ଖବର।
ରାଜନୀତି
ରାଜନୀତି, ନିର୍ବାଚନ ଓ ଜନନୀତି ସମ୍ବନ୍ଧୀୟ ଖବର।
ଶିକ୍ଷା ଓ ସ୍ୱାସ୍ଥ୍ୟ
ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ଜନକଲ୍ୟାଣ।
କୃଷି ଓ ଚାଷୀ
ଚାଷ, ଫସଲ, ଜଳସେଚନ ଓ କୃଷକ ସମସ୍ୟା।
କ୍ରୀଡ଼ା
ଖେଳ, ପ୍ରତିଯୋଗିତା ଓ କ୍ରୀଡ଼ା ଫଳାଫଳ।
ଫଟୋ ଓ ଭିଡିଓ
ଫଟୋ ରିପୋର୍ଟ, ଭିଡିଓ ଓ ଦୃଶ୍ୟମାଧ୍ୟମ।
ଆପଣଙ୍କ ଅଞ୍ଚଳର ଖବର ଆମକୁ ପଠାନ୍ତୁ
ଜନସମସ୍ୟା, ଘଟଣା, ଫଟୋ ଓ ଭିଡିଓ ସମ୍ବନ୍ଧୀୟ ତଥ୍ୟ ପଠାନ୍ତୁ। ପ୍ରକାଶ ପୂର୍ବରୁ ତଥ୍ୟ ଯାଞ୍ଚ କରାଯିବ।
WhatsApp / ଫୋନ୍: 9777726454 | ଇମେଲ୍: kalingakhabarlive@gmail.com
ଖବର ଅପଡେଟ୍ ପାଇଁ ଯୋଡ଼ି ହୁଅନ୍ତୁ
ଆମର ନୂଆ ଖବର RSS Feed ମାଧ୍ୟମରେ ପଢ଼ନ୍ତୁ। ଆପଣଙ୍କ RSS Readerରେ ଏହି ଲିଙ୍କ୍ ଯୋଡ଼ନ୍ତୁ।
ନୂଆ ଖବର ଇମେଲ୍ରେ ପାଆନ୍ତୁ
କଳିଙ୍ଗ ଖବର ଲାଇଭ୍ର ନୂଆ ପୋଷ୍ଟ ପାଇଁ ମାଗଣା ଇମେଲ୍ ସଦସ୍ୟତା ନିଅନ୍ତୁ।
ପୁରୁଣା ଓ ନୂଆ ଖବର ଖୋଜନ୍ତୁ
ସୋସିଆଲ୍ ମିଡ଼ିଆରେ ଆମ ସହ ଯୋଡ଼ି ହୁଅନ୍ତୁ
ତାଜା ଖବର, ଭିଡିଓ ଓ ଅପଡେଟ୍ ପାଇଁ Kalinga Khabar Live ର ଅଫିସିଆଲ୍ ଚ୍ୟାନେଲ୍ଗୁଡ଼ିକୁ Follow ଓ Subscribe କରନ୍ତୁ।



You must be logged in to post a comment.